Browsing Tag

death by elephant

ଦଳିଦେଲା ହାତୀ, ବୃଦ୍ଧ ମୃତ

ସୁନ୍ଦରଗଡ଼ : ଜଣେ ବୟସ୍କ ବ୍ୟକ୍ତି ଆଜି (ସୋମବାର) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଅଘଟଣଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଧୀନ ମୁଣ୍ଡା ବସ୍ତିରେ । ସୂଚନାନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ଆଜି ଜମିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି…