Below header

ଦଳିଦେଲା ହାତୀ, ବୃଦ୍ଧ ମୃତ

ଜଣେ ବୟସ୍କ ବ୍ୟକ୍ତି ଆଜି (ସୋମବାର) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଅଘଟଣଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଧୀନ ମୁଣ୍ଡା ବସ୍ତିରେ । ସୂଚନାନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ଆଜି ଜମିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।ହାତୀଟି ତାଙ୍କୁ ଆକ୍ରମଣ କରିବା ସହ ପାଦରେ ଦଳି ଦେଇଥିଲା ।

ସୁନ୍ଦରଗଡ଼ : ଜଣେ ବୟସ୍କ ବ୍ୟକ୍ତି ଆଜି (ସୋମବାର) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଅଘଟଣଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଧୀନ ମୁଣ୍ଡା ବସ୍ତିରେ । ସୂଚନାନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ଆଜି ଜମିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।

ହାତୀଟି ତାଙ୍କୁ ଆକ୍ରମଣ କରିବା ସହ ପାଦରେ ଦଳି ଦେଇଥିଲା ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ପୋଲିସ ଓ ଫରେଷ୍ଟ ବିଭାଗକୁ ଜଣାଇଥିଲେ । ପରେ ପୋଲିସ ଆସି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.