Below header
Browsing Tag

deer death in anandpur

ଅଜଣା ଗାଡ଼ି ଧକ୍କାରେ ହରିଣର ମୃତ୍ୟୁ

ଆନନ୍ଦପୁର(କେନ୍ୟୁଜ) : ଏକ ଅଜଣା ଗାଡି ଧକ୍କାରେ ଏକ ମାଇ ହରିଣର ମୃତ୍ଯୁ ହୋଇଛି । ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପୁରୁଣାବାନ୍ଧଗୋଡା ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଗୋଟିଏ ମାଇ ହରିଣର ମୃତ୍ଯୁ ଘଟିଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ…