ବାଲୁଗାଁ ରେଞ୍ଜରୁ ଜଣେ ଶିକାରୀ ଗିରଫ, ୨୧ କେଜି ମୃଗ ମାଂସ ଜବତ କରିଛି ବନ ବିଭାଗ
ବାଲୁଗାଁ: ମୃଗକୁ ମାରି ନେଉଥିଲେ ମାଂସ । ହେଲେ ଫେରିବା ବାଟରେ ପଡିଗଲେ ବନ କର୍ମଚାରୀଙ୍କ ହାତରେ । ଯାହାପରେ ଶିକାରୀକୁ ଗିରଫ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବାଣପୁର ଷଣ୍ଢା ଜଙ୍ଗଲରୁ ଜଣେ ଶିକାରୀ ଗିରଫ । ୨୧ କିଲୋ ମୃଗ ମାଂସ ସହ ଚମଡା ଜବତ କରିଛି ବାଲୁଗାଁ ବନ ବିଭାଗ ।…