Browsing Tag

Delhi Wala Halwai

ଏବେ ବି ବଞ୍ଚିଛି ମାନବିକତା: ମାତ୍ର ୨୮ ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ ଆସିଲେ ଏହି ବ୍ୟକ୍ତି

ବର୍ତ୍ତମାନର ଲୋଭୀ ଦୁନିଆରେ ଲୋକମାନେ ଅନ୍ୟର ଟଙ୍କା ଓ ଧନ ସମ୍ପତ୍ତି ନେବାକୁ ଯେମିତି ଚାହିଁ ବସିଛନ୍ତି। ଏହି ଟଙ୍କା ପାଇଁ ପରିବାର ଭିତରେ ବି ଫାଟ ସୃଷ୍ଟି ହେଉଛି। କିନ୍ତୁ ଏବେ ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସଚ୍ଚୋଟ ଓ ନିଷ୍ଠାପର ଭାବେ ଜୀବନ ଜୀଉଁଛନ୍ତି। ଅନ୍ୟର…