Browsing Tag

delhi win match

ଚେନ୍ନାଇ ହାତରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ, ୫ ଓ୍ଵିକେଟରେ ଜିତିଲା ଦିଲ୍ଲୀ

ପୁଣି ଚେନ୍ନାଇ ସୁପରକିଙ୍ଗ୍ସ ହାତରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ। ଆଇପିଏଲ୍ ୨୦୨୦ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ୱିକେଟରେ ହରାଇଛି। ଏହି ମ୍ୟାଚରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ୧୦୧ ରନ୍ କରି ଦମଦାର୍ ପାଳି ଖେଳିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସରୁ…