Below header
Browsing Tag

delivery on road

ଚେକ୍‌ଅପ ପାଇଁ ଯାଉଥିଲେ ମହିଳା, ଚଳନ୍ତା ଟ୍ୟାକ୍ସି ଭିତରେ ଜନ୍ମ ହୋଇଗଲା ଛୁଆ…ଗାଡ଼ି ସଫେଇ ପାଇଁ କ୍ୟାବ୍‌ କମ୍ପାନୀ…

ଜଣେ ମହିଳା ଚଳନ୍ତା ଟ୍ୟାକ୍ସି କାର୍‌ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏଥିଯୋଗୁ କ୍ୟାବ୍‌ ମାଲିକ ତାଙ୍କୁ ଅତିରିକ୍ତ ପଇସା ଡିମାଣ୍ଡ କରିଛନ୍ତି। କ୍ୟାବ୍‌ କମ୍ପାନୀ ଭଡ଼ା ବ୍ୟତୀତ ମହିଳାଙ୍କୁ ୫,୭୧୩ ଟଙ୍କାର ଅତିରିକ୍ତ ବିଲ୍‌ ଧରାଇ ଦେଇଥିଲେ। ଏହି ବିଲ୍‌ ତାଙ୍କୁ କାର୍‌ ସଫେଇ ନାମରେ…

ଚାଲି ଚାଲି ଗାଁକୁ ଫେରୁଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା, ଘଣ୍ଟେ ପରେ ଛୁଆକୁ କୋଳରେ ଧରି ପୁଣି ଚାଲିଲେ…

କରୋନା ସଙ୍କଟ ଓ ଲକଡାଉନ୍‌ ମଧ୍ୟରେ ଲୋକମାନେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଅନେକ ଦୁର୍ଘଟଣା ଓ ଅଘଟଣ ମଧ୍ୟ ଘଟୁଛି। ତେବେ ବର୍ତ୍ତମାନ ପୁଣି ଥରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ବେଳେ ଜଣେ ଗର୍ଭବତୀ ଶ୍ରମିକ ରାସ୍ତା କଡ଼ରେ ଛୁଆକୁ ଜନ୍ମ ଦେଇଛନ୍ତି।…