Below header
Browsing Tag

dfo in vigilance net

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ରାୟଗଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଡିଏଫଓ । ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଟିମ୍ । ଏକକାଳୀନ ସାତୋଟି ସ୍ଥାନରେ ରେଡ ଚାଲିଛି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି…

ଭିଜିଲାନ୍ସ ଜାଲରେ ପାଟଣାଗଡ କେନ୍ଦୁଲିଫ୍‌‌ DFO, ୧ ଲକ୍ଷ ୬୬ ହଜାର ପିସି ନେଲାବେଳେ ହେଲେ ଗିରଫ

ପାଟଣାଗଡ: ଭିଜିଲାନ୍ସ ଜାଲରେ DFO। ପିସି କାରବାର ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି DFO। ସୂଚନା ଅନୁଯାୟୀ, ୧ ଲକ୍ଷ ୬୬ ହଜାର ପିସି ନେଲା ବେଳେ ଖବର ପାଇ ଘଟଣାସ୍ଥଳରେ ପହଁଚି ଯାଇଥିଲା ଭିଜିଲାନ୍ସ। ଯାହାଫଳରେ ସବୁ କିଛି ପର୍ଦାଫାଶ ହୋଇଯାଇଥିଲା। ଏହି ଘଟଣାରେ ପାଟଣାଗଡ…