Below header

ଭିଜିଲାନ୍ସ ଜାଲରେ ପାଟଣାଗଡ କେନ୍ଦୁଲିଫ୍‌‌ DFO, ୧ ଲକ୍ଷ ୬୬ ହଜାର ପିସି ନେଲାବେଳେ ହେଲେ ଗିରଫ

ପାଟଣାଗଡ: ଭିଜିଲାନ୍ସ ଜାଲରେ DFO। ପିସି କାରବାର ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି DFO। ସୂଚନା ଅନୁଯାୟୀ, ୧ ଲକ୍ଷ ୬୬ ହଜାର ପିସି ନେଲା ବେଳେ ଖବର ପାଇ ଘଟଣାସ୍ଥଳରେ ପହଁଚି ଯାଇଥିଲା ଭିଜିଲାନ୍ସ। ଯାହାଫଳରେ ସବୁ କିଛି ପର୍ଦାଫାଶ ହୋଇଯାଇଥିଲା।

ଏହି ଘଟଣାରେ ପାଟଣାଗଡ କେନ୍ଦୁଲିଫ୍‌‌ DFO ପ୍ରଣବ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ତେବେ ତାଙ୍କର ସମସ୍ତ ସମ୍ପତ୍ତି ବିଷୟ ଖୋଳତାଡ କରିବା ସହିତ ତାଙ୍କ ବାସଭବନ ଓ ଅଫିସରେ ତନାଘନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.