ଆଜି ଡ଼ିନରରେ ବନାନ୍ତୁ “ଢ଼ାବା ଷ୍ଟାଇଲ ଚିକେନ”, ହାତ ଚାଟି ଚାଟି ଖାଇବେ
ଆପଣ ଘରେ ହେଉ ଅବା ବାହାରେ ହେଉ ଚିକେନରେ ଭିନ୍ନ ଭିନ୍ନ ଟେଷ୍ଟି ଟେଷ୍ଟି ଡ଼ିସେସ କରି ନିଶ୍ଚିତ ରୂପେ ଖାଇଥିବେ । ଚି଼ଲ୍ଲୀ ଚିକେନ, ଚିକେନ କରି, ଚିକେନ ପକୋଡା ଏମିତି କେତେ କଣ । ବାହାରେ ବି ଆମେ ଚିକେନରେ ତିଆରି ଅନେକ ରେସିପି ଆମେ ଖାଇଛୁ । ସବୁଠାରୁ ଢ଼ାବା ଷ୍ଟାଇଲ ଚିକେନ କରିର ସ୍ୱାଦ…