Below header
Browsing Tag

dhanu yatra at balangir

ଆଜିଠୁ କଂସ ରାଜୁତି, ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ

ବରଗଡ(କେନ୍ୟୁଜ୍): ଆଜିଠୁ କଂସ ରାଜୁତି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ । ପ୍ରବଳପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ମଥୁରାନଗରୀ ପାଲଟିଥିବା ବରଗଡ ସହର । ୧୧ଦିନ ଧରି ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ । ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ…

ବଙ୍ଗୋମୁଣ୍ଡାରେ ୩୨ ତମ ଧନୁଯାତ୍ରା ମହୋତ୍ସବ, ଚାଲିଛି ମହାରାଜ କଂସଙ୍କ ରାଜୁତି

ବଲାଙ୍ଗିର(କେନ୍ଯୁଜ୍) : ମହାରାଜ କଂସଙ୍କ ରାଜୁତିରେ ଥରହର ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା । ଚାଲିଛି ବଙ୍ଗୋମୁଣ୍ଡାର ୩୨ ତମ ଧନୁଯାତ୍ରା ମହୋତ୍ସବ । ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେଉଛି କୃଷ୍ଣଲୀଳା । ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ ଦୃଶ୍ୟ…