Below header
Browsing Tag

dharmendra shared a video

କୃଷକଙ୍କୁ ପ୍ରତ୍ୟେକ ସମସ୍ୟାର ସାମ୍ନା କରିବା ଆସିଥାଏ କହିଲେ ଧର୍ମେନ୍ଦ୍ର, ସେୟାର କଲେ ଏହି ଭିଡ଼ିଓ

ବଲିଉଡ ଅଭିନେତା ଧର୍ମେନ୍ଦ୍ର ନିଜର ଫାର୍ମ ହାଉସର ଭିଡ଼ିଓ ସହ ସୋସିଆଲ ମିଡିଆରେ ସର୍ବଦା ଅପଡେଟ ରହିଥାନ୍ତି। ଏଥର ମଧ୍ୟ ସେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି, ଘାସ କାଟିବା ମେସିନ ଖରାପ ହୋଇଯିବା କାରଣରୁ ତାଙ୍କୁ କେତେ ସମସ୍ୟାର ସାମ୍ନା କରିବାକୁ ପଡୁଛି। କିନ୍ତୁ…