Browsing Tag

diagnose disease

କେବଳ କାଶ ଶବ୍ଦ ଶୁଣି ରୋଗ ବିଷୟରେ କହିଦେବ ଏହି APP, ଏବେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି

ଦୁନିଆରେ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରତିଦିନ ଅଗ୍ରଗତି ଘଟୁଛି । ପ୍ରତିଦିନ ଏପରି କିଛି ତିଆରି କରାଯାଉଛି ଯାହା କଳ୍ପନା ବାହାରେ । ନିକଟରେ, ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏକ ଖବର ପ୍ରକାଶ କରିଛି ଯାହା ହଇଚଇ ସୃଷ୍ଟି କରିଛି । ଏହି ଖବର ଅନୁଯାୟୀ, ବୈଜ୍ଞାନିକ ମାନେ ଏପରି ଏକ ଆପ୍ ପ୍ରସ୍ତୁତ…