ନିରବତା ଭାଙ୍ଗିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କହିଲେ ଅପରାଧ ସହ ମୋର କୌଣସି ସମ୍ପର୍କ ନାହିଁ
କେନ୍ୟୁଜ୍(ବ୍ୟୁରୋ): ମମିତା ହତ୍ୟା ମାମଲାରେ ନିରବତା ଭାଙ୍ଗିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାଆ ମାଣିକେଶ୍ୱରୀଙ୍କ ଶପଥ ନେଇ କହିଲେ, ଏହି ଅପରାଧ ସହିତ ତାଙ୍କର କୌଣସି ସମ୍ପର୍କ ନାହିିଁ। କିଛି ଗଣମାଧ୍ୟମ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ମମିତା ମେହେରଙ୍କ…