Below header
Browsing Tag

different use

କେଶରେ ଲଗାଉଥିବା କଣ୍ଡିସନରକୁ ତ୍ୱଚାରେ ଏପରି ଭାବେ କରିପାରିବେ ବ୍ୟବହାର

କେଶକୁ ସିଲ୍କ ଏବଂ ସ୍ମଦ କରିବା ପାଇଁ ଆମେ କଣ୍ଡିସନର ବ୍ୟବହାର କରିଥାଉ। ଏହି କଥା ଆମେ ସମେସ୍ତ ଜାଣିଛେ। ଶାମ୍ପୁ କରିବା ପରେ ଆମେ କେଶକୁ ଶୁଷ୍କ ହେବାରୁ ବଞ୍ଚାଇବା ପାଇଁ କଣ୍ଡିସନର ବ୍ୟବହାର କରିଥାଉ। କିନ୍ତୁ କଣ୍ଡିସନରକୁ ଅନ୍ୟ କାମରେ ବ୍ୟବହାର କରିବା କଥା କେବେ ଶୁଣିଛନ୍ତି କି…