Browsing Tag

dilip roy convicted in the coal scam

କୋଲ୍‌ ସ୍କାମ୍‌ ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ, ଅକ୍ଟୋବର ୧୪ରେ ଦଣ୍ଡାଦେଶର ଶୁଣାଣି କରିବେ କୋର୍ଟ

ଭୁବନେଶ୍ବର: କୋଲ୍‌ ସ୍କାମ୍‌ ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ। ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲୀପ। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍‌ ଆଜି ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର ୧୪ରେ ଦଣ୍ଡାଦେଶର ଶୁଣାଣି କରିବେ କୋର୍ଟ।…