Browsing Tag

disabled man

ଚାଲିବାକୁ ଅକ୍ଷମ, କିନ୍ତୁ କ୍ରିକେଟ ଖେଳରେ ମାହିର, ଏବେ କେବଳ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା

ଆନନ୍ଦପୁର: ଚାଲିବାକୁ ଅକ୍ଷମ । କିନ୍ତୁ କ୍ରିକେଟ ଖେଳରେ ମାହିର । ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇ ସୃଷ୍ଟି କରି ପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆମେ କହୁଚୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ଦିବ୍ୟାଙ୍ଗ ଯୁବକ ନିଳମଣୀ ଯେନାଙ୍କ ବିଷୟରେ । ପୂର୍ବରୁ ଅନେକ ଥର ରାଜ୍ୟ…

ଦିବ୍ୟାଙ୍ଗଙ୍କ କଥା ଶୁଣିଲାନି ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଯୁବକ

ପାଟଣାଗଡ଼: ମହେନ୍ଦ୍ର ମେହେର । ଜନ୍ମରୁ ଭିନ୍ନକ୍ଷମ । ଘର ବଲାଙ୍ଗିର ଜିଲ୍ଲା ବେଲପଡା ଗାଁରେ । ସରକାର ୮୦% ଭିନ୍ନକ୍ଷମ ସାର୍ଟିଫିକେଟ ମଧ୍ୟ ଦେଇଛନ୍ତି । ଅବହେଳିତ ଗରିବ ଭିନ୍ନକ୍ଷମଙ୍କ ଜୀବନ ଜୀବିକା ର୍ନିବାହରେ କିଛି ମାତ୍ରାରେ ସାହାଯ୍ୟ କରିବାକୁ ଯାଇ ସରକାର ଭତ୍ତା ଦେଇଥାନ୍ତି । କିନ୍ତୁ…

ମୁଁ ଭିନ୍ନକ୍ଷମ ହୋଇଥିବାରୁ ରକ୍ତଦାନ କରିପାରିବି ବୋଲି ଭାବି ନଥିଲି, ରକ୍ତଦାନ କରି ମୁଁ ବହୁତ ଖୁସି

ବଲାଙ୍ଗିର: ମୁଁ ଭିନ୍ନକ୍ଷମ । କିନ୍ତୁ ଭଗବାନ ମୋତେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଶକ୍ତି ଦେଇଛନ୍ତି । ପୂର୍ବରୁ ମୁଁ ଅନେକ ଥର ରକ୍ତଦାନ ଦାନ କରି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଚାହୁଁଥିଲେ ମଧ୍ୟ ମୁଁ ଭିନ୍ନକ୍ଷମ ହୋଇଥିବାରୁ ରକ୍ତଦାନ କରିପାରିବି କି ନାହିଁ ଭାବୁଥିବା ବେଳେ…

ଦିବ୍ୟାଙ୍ଗ ବାପାକୁ ତିନି ଚକିଆ ଟ୍ରାଇ ସାଇକେଲରେ ବସାଇ ଠେଲି ଠେଲି ନେଲା ପୁଅ

ବାପାର ଦୁଃଖରେ ସାଥୀ ହୋଇଛି ପୁଅ । ବାପା ଚାଲିବାକୁ ଅସମର୍ଥ । ତେଣୁ ବାପାକୁ ଟ୍ରାଇ ସାଇକେଲରେ ବସାଇ ପୁଅ ଠେଲି ଠେଲି ନେଲା । ପାଠ ପଢ଼ିବା ବୟସରେ ବାପାର ସାହାରା ବାଡ଼ି ପାଲଟିଛି ଏ ପୁଅ । କଣ ବି କରିବେ ଏମାନେ ଦଇବ ଯେବେ ଦାଉ ସାଧେ ଗରିବଙ୍କର ଏମିତି ପରିସ୍ଥିତି ହୁଏ । ଏମାନଙ୍କ ପାଖରେ ନା…

ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ ହେଲା ସ୍ୱତନ୍ତ୍ର wheel chair, ଏଣିକି ସେମାନେ ସହଜରେ ଯାଇଆସି ପାରିବେ

ଆଉ ଦିବ୍ୟାଙ୍ଗ ମାନଙ୍କୁ ସେତେଟା ଅସୁବିଧା ଭୋଗିବାକୁ ପଡ଼ିବନି । ଏହା ସାହାଯ୍ୟରେ ଦିବ୍ୟାଙ୍ଗ ତଥା ଅନ୍ୟ ଅସହାୟ ବ୍ୟକ୍ତି ମାନେ ଖାଲି ଛିଡା ହେଇ ପାରିବେ ନାହିଁ ଅନ୍ୟ କାହାର ସହାୟତା ବିନା ଚାଲି ବୁଲି ମଧ୍ୟ ପାରିବେ । ନିଜ ମନ ଅନୁସାରେ ଯେକୌଣସି ସ୍ଥାନକୁ ଯାଆଆସ ମଧ୍ୟ କରିପାରିବେ । ଆଇଆଇଟି…