Browsing Tag

discount on home loan

ଫେଷ୍ଟିଭ୍‌ ସିଜନରେ SBI ର ବଡ଼ ଅଫର, ୦.୨୫ ପ୍ରତିଶତ ହୋମ୍‌ ଲୋନ୍‌ ଛାଡ଼ କରିବାକୁ ଘୋଷଣା

ଫେଷ୍ଟିଭ୍‌ ସିଜନକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଉଛନ୍ତି। ଏହି ତାଲିକାରେ ଏବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବି ସାମିଲ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ମନଲୋଭା ଅଫର ନେଇ…