ମାଜିଷ୍ଟ୍ରେଟଙ୍କ ଚୋରି ଜିନିଷ ଜବତ, ସାମ୍ବାଦିକ ସମ୍ମିଳନୀରେ ଜଣାଇଲେ ପୋଲିସ୍
ଆଠଗଡ : ଆଠଗଡ ଜେଏମଏଫସିଙ୍କ ସରକାରୀ ବାସଭବନରୁ ଚୋରୀ ଘଟଣା । ଜେଏମ ଏଫ ସିରେ ଚୋରିରେ ସଂପୃକ୍ତ ଥିବା ଜଣେ ନାବାଳକକୁ ଅଟକ ରଖିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ଆଠଗଡ ପୋଲିସ । ଚୋରି ହୋଇଥିବା ଡାଇମଣ୍ଡ ମଙ୍ଗଳସୁତ୍ର , ପାଉଁଜି, ଇମିଟେସନ ଅଳଙ୍କାର , ଏଲଇଡି ଟିଭି ସମେତ ଚୋରିରେ…