Browsing Tag

diwali in ayodhya

ରଙ୍ଗ ବେରଙ୍ଗ ଆଲୋକମାଳାରେ ଆଲୋକିତ ହେବ ଅଯୋଧ୍ୟା, ୫ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଭଗବାନ ରାମଙ୍କ ନଗରୀ

ଅଯୋଧ୍ୟା: ଦୀପୋତ୍ସବରେ ଝଲସିବ ଅଯୋଧ୍ୟା ନଗରୀ । ରଙ୍ଗ ବେରଙ୍ଗ ଆଲୋକମାଳାରେ ଆଲୋକିତ ହେବ ସରୟୁ ଘାଟ । ଆଯୋଧ୍ୟାରେ ଆଜି ଭବ୍ୟ ଦୀପୋତ୍ସବ । ୫ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଭଗବାନ ରାମଙ୍କ ନଗରୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆୟୋଜିତ ହେବାକୁ ଥିବା ଦୀପୋତ୍ସବରେ ସାମିଲ…