Browsing Tag

do muhanhi bridge

କରଞ୍ଜିଆ : ତିନି ବର୍ଷ ପରେ ବି ସରୁନାହିଁ ଦୋମୁହାଁଣି ପୋଲ ନିର୍ମାଣ, ଦୁର୍ବଳ ବାଉଁଶ ପୋଲରେ ଯାତାୟାତ କରୁଛନ୍ତି ଲୋକେ

କରଞ୍ଜିଆ : ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଦୁଇ ଭାଗ କରୁଛି ଦୋମୁହାଁଣି । ଦୁଇଟି ନଦୀ ଏଠାରେ ମିଶି ଥିବାରୁ ଏହାର ନାଁ ହେଉଛି ଦୋଦୋମୁହାଁଣି । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକର ଏହି ଜାଗାରେ ମିଳନ ଘଟିଛି ବୈତରଣୀ ଆଉ ଖଇରୀ ନଦୀ ମଧ୍ୟରେ । ଖିଚିଂ ମନ୍ଦିରରୁ ମାତ୍ର ତିନି କିଲୋମିଟର…