Below header
Browsing Tag

DOCAIOT ARRESTED

ଡକାୟତି ଯୋଜନା ପଣ୍ଡ କଲା ବୈଦ୍ୟନାଥପୁର ଥାନା ପୋଲିସ୍‌

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ବିଳମ୍ୱିତ ରାତିରେ ପାଟ୍ରୋଲିଂ କରିବା ବେଳେ ଧରିଛି ଏକ ୪ ଜଣିଆ ଡକାୟତ ଗ୍ୟାଙ୍ଗର ସଦସ୍ୟ । ଲାଞ୍ଜିପଲ୍ଲୀ ଚନ୍ଦନ ନଗର ବାଗଦେବୀ ମନ୍ଦିର ପଛ ପଟେ କିଛି ଯୁବକ ସନ୍ଦେହ ଜନକ ଭାବେ ବୁଲୁଥିବା ପୋଲିସ୍‌ ଦେଖିବାକୁ ପାଇଥିଲା ।…