Below header
Browsing Tag

docait

ଯାଜପୁର: ମହିଳାଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା କାର୍‌ ଡ୍ରାଇଭର ଗିରଫ, ଉଦ୍ଧାର ହେଲା ଲୁଟ ସାମଗ୍ରୀ

ମହିଳାଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା କାର୍‌ ଡ୍ରାଇଭର ଗିରଫ । ଯାଜପୁର ଧର୍ମଶାଳା ଥାନା ବାରବାଟି ନିକଟରେ ମହିଳା ଯାତ୍ରୀଙ୍କୁ ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା। ଅଧାବାଟରେ ମହିଳା ଜଣକ ବାହାରକୁ ଯାଇଥିବାବେଳେ ଡ୍ରାଇଭର ମହିଳାଙ୍କ ବ୍ୟାଗ ଧରି ଫେରାର ହୋଇଯାଇଥିଲା । ଲୁଟ ହୋଇଥିବା…