Browsing Tag

dog child

ଅମଣିଷ ଓଲା ଡ୍ରାଇଭର, ଜାଣିଶୁଣି କାରରେ ଚାପି ନେଲା ଚାରି କୁକୁର ଛୁଆଙ୍କ ଜୀବନ, ପୋଲିସ କଲା ଗିରଫ

ଭୁବନେଶ୍ବର(କେନ୍ୟୁଜ୍):   ପାଟି ଫିଟୁନି ବୋଲି ମଣିଷ ଯାହା ନେଇ ତାହା ଅତ୍ୟାଚାର କରି ଚାଲୁଛି  ନିରୀହ କୁକୁର ମାନଙ୍କ ଉପରେ।  କେତେବେଳେ  ଗରମ ପାଣି ପକାଉଛନ୍ତି  ତ କେତେବେଳେ  ଅକଥନୀୟ ଅତ୍ୟାଚର  କରୁଛନ୍ତି  ପୁଣି କେବେ ଗାଡି ଚଢାଇ ଜୀବନରୁ ମାରିଦେଉଛନ୍ତି। ମଣିଷ ନୁହେଁ ବୋଲି ସତେ…