ପାଣିରେ ବୁଡ଼ିଯାଉଥିବା ପ୍ରୀତି ଜିଣ୍ଟାଙ୍କ ଜୀବନ ବଞ୍ଚାଇଲା କୁକୁର, ଟ୍ଵିଟ୍ କରି ସୂଚନା ଦେଲେ ଡିମ୍ପଲ ଗର୍ଲ
ପ୍ରୀତି ଜିଣ୍ଟା ବଲିଉଡ୍ର ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରହିନଥା’ନ୍ତି। କିନ୍ତୁ ଯେତେବେଳେ ବି ପ୍ରୀତି ସୋସିଆଲ ମିଡିଆରେ କିଛି ପୋଷ୍ଟ କରନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଯାଇଥାଏ। ପ୍ରୀତିଙ୍କର ସେହିଭଳି ଏକ ଟ୍ଵିଟ୍ ଏବେ ସୋସିଆଲ ମିଡିଆରେ…