Below header
Browsing Tag

dolphin dead body

ଯମୁନା ନଦୀରୁ ମିଳିଲା ଡଲ୍‌ଫିନ, କାଟି ଖାଇଗଲେ ୫ ମତ୍ସ୍ୟଜୀବୀ; ଭିଡିଓ ଭାଇରାଲ ପରେ ଥାନାରେ ମାମଲା

ଯମୁନା ନଦୀରୁ ଡଲଫିନ୍ ଶିକାର କରି କାଟି ଖାଇବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଘଟଣାଟି ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲାର ବୋଲି ଜଣାପଡ଼ିଛି। ଡଲଫିନ୍ ଶିକାରର ଏହି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।…

ଭଦ୍ରକ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ମାଛଧରା ଜାଲରେ ପଡିଲା ୧୦୦ କିଲୋ ଓଜନର ମୃତ ଡଲଫିନ୍

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ଜାଲରେ ପଡି ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ଶହେ କିଲୋଗ୍ରାମ ବୋଲି ସୂଚନା ମିଳିଛି । ସାଳନ୍ଦି ନଦୀରେ ଜାଲ ବସାଯାଉଥିବା ବେଳେ ବୁଧବାର ଅପରାହ୍ନରେ…

କେନ୍ଦ୍ରପଡା: ପେଣ୍ଠ ବେଳାଭୂମୀରେ ୩ ଡଲଫିନଙ୍କ ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରପଡା ଜିଲ୍ଲା ପେଣ୍ଠ ବେଳାଭୂମୀରେ ଲାଗିଛି ୩ ଡଲଫିନଙ୍କ ମୃତ ଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟ୍ରଲର ମାଡରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ବନବିଭାଗର ଏକ ଟିମ୍‌ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି । ତେବେ କିଛି ଦିନ ପରେ ରାଜନଗର ବନଖଣ୍ଡ ପକ୍ଷରୁ…