Browsing Tag

Doordarshan News Tune Dance

ଦୁରଦର୍ଶନ ଟ୍ୟୁନରେ ଧମାକାଦାର୍ ଡ୍ୟାନ୍ସ, ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେଉଛି ଯୁବକଙ୍କ ଟିକଟକ୍ ଭିଡିଓ

ସମସ୍ତଙ୍କୁ ଏବେ ଟିକଟକ୍ ନିଶା । ସାନରୁ ବଡ଼ ସମସ୍ତେ ଏବେ ଚିକଟକ୍ ପ୍ରେମରେ । ମନଛୁଆଁ ଗୀତ ସହିତ ଡାଇଲଗ, କମେଡ଼ି, ଡ୍ୟାନ୍ସରେ ନିଜର ଅଭିନୟ ଦକ୍ଷତା ଦେଖାଉଛନ୍ତି ଯୁବପିଢ଼ି । ୧୫ ସେକେଣ୍ଡରେ ନିଜ ମନ ମୁତାବକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ଏହାର ୟୁଜର୍ସ ମାନେ । ତେବେ…