Browsing Tag

Dr. Khawla Al Romathi

ମାତ୍ର ୮୭ ଘଣ୍ଟାରେ ୨୦୮ ଦେଶ ଯାତ୍ରା କରିଛନ୍ତି ଏହି ମହିଳା, କଲେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ

ଯେଉଁମାନେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି ସେମାନେ ଗୋଟିଏ ସ୍ଥାନରେ ଆଦୌ ବସିପାରନ୍ତି ନାହିଁ। ସବୁବେଳେ ଦୁନିଆ ଦେଖିବାକୁ ସୁଯୋଗ ଖୋଜୁଥାଆନ୍ତି। ସେହିଭଳି ଜଣେ ମହିଳା ହେଉଛନ୍ତି ଡା.ଖାବ୍‌ଲା ଅଲ୍‌ ରୋମାଥୀ। ଖାବ୍‌ଲା ମାତ୍ର ୩ ଦିନରେ ୨୦୮ ଦେଶ ଯାତ୍ରା କରିଛନ୍ତି। କମ୍‌ ସମୟ ମଧ୍ୟରେ…