ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଲଗାଇବାକୁ ପଡ଼ିବନି RTO ଚକ୍କର, ଜୁନ ୧ ରୁ ଲାଗୁ ହେବ ଏହି ନୂଆ ନିୟମ
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭାରତରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ନୂଆ ନିୟମ ଘୋଷଣା କରାଯାଇଛି । ଜୁନ୍ ୧ ତାରିଖରୁ ଆରଟିଓରେ ଦେବାକୁ ପଡିବନି ଡ୍ରାଇଭିଂ ଟେଷ୍ଟ। ନୂଆ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସହଜ ହୋଇଛି । ପରିବେଶ ଏବଂ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଜରିମାନା ଏବଂ…