ଅଭିନବ ଉପାୟରେ ଚୋରି, ଅଳେଇଚ ଖୁଆଇ ଲୁଟିନେଲେ ବାଇକ୍
ଯୁଗ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ମଧ୍ୟ ସେହି ଅନୁପାତରେ ନୂଆ ନୂଆ ଉପାୟରେ ଚୋରି କରୁଥିବା ଦେଖିବାକୁ ମିଳୁଛି। କିଏ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ଠକୁଛି ତ ଆଉ କିଏ ଖାଇବାରେ ନିଶା ଦେଇ ଲୁଟି ନେଉଛି ଦାମୀ ଜିନିଷ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଡେରାଡୁନ୍ରେ।…