Below header
Browsing Tag

drunk ambulance driver

ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ, ମଦ ପିଇ ଆମ୍ବୁଲାନ୍ସ ଚଳାଇବା ବେଳେ କାବୁ କଲେ ଗାଁ ଲୋକ

ବେଗୁନିଆ (କେନ୍ୟୁଜ): ସାହି ଭିତରେ ମଦ୍ୟପ ଉନ୍ମତ୍ତ କାଣ୍ଡ। ମଦ ପିଇ ଏକ ଆମ୍ବୁଲାନ୍ସ ଡ୍ରାଇଭର ସାହି ଭିତରେ ଏଣେ ତେଣେ ଧକ୍କା ଦେବା ସହିତ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି ହେଲେ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଧନ ଜୀବ । ଘଟଣାଟି ଘଟିଛି ଗତରାତିର ବେଗୁନିଆ ଗଁପୁର ଗାଁରେ। ବେଗୁନିଆ ଗଁପୁର…

ମଦୁଆ ଆମ୍ବୁଲାନ୍ସ ଡ୍ରାଇଭର୍‌ର କାରନାମା, ଦୁର୍ଘଟଣା ଘଟାଇବା ପରେ ମାଡ଼ ଖାଇଲା ଓ ଥାନାକୁ ଗଲା

ଜଗତସିଂହପୁର (କେ ନ୍ୟୁଜ୍‌) : ପ୍ରଚୁର ମଦ ପିଇଥିଲା ଆମ୍ବୁଲାନ୍ସ ଡ୍ରାଇଭର୍‌ । ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲା । ଆଉ ଗାଡ଼ିକୁ ପିଟି ଦେଲା ଇଲେକଟ୍ରିକ୍‌ ଖୁଣ୍ଟରେ । ନିଜେ ତ ଆହତ ହେଲା ତା ସହିତ ଦୁଇଜଣ ପଥଚାରୀଙ୍କୁ ମଧ୍ୟ ଆହତ କଲା । ଫଳରେ ସ୍ଥାନୀୟ ଲୋକେ ସେହି ମଦୁଆ ଡ୍ରାଇଭର୍‌କୁ ଧରି…