Below header
Browsing Tag

drunk in drive

ମଦୁଆ କାର୍ ଚାଳକ ରାସ୍ତା ମଝିରେ ହେଲେ ହଟହଟ୍ଟା, ବାଇକକୁ ଓଭରଟେକ କରିବାରୁ ଚାବି ଛଡ଼ାଇନେଲେ ଲୁଟେରା

କେନ୍ୟୁଜ୍(ବ୍ୟୁରୋ): ଅନୁଗୁଳ ଜିଲ୍ଲାରୁ ଜଣେ ପାସେଞ୍ଜେରଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଛାଡି ପୁଣି ଅନୁଗୁଳ ଫେରୁଥିବା ବେଳେ କାରରୁ ଚାବି ଚଡାଇ ନେଲେ ଲୁଟେରା। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପାୱାର ହାଉସ ଛକ ନିକଟରେ ଦୁଇଜଣ ବାଇକ ଆରୋହୀଙ୍କ ଆଗକୁ ସୁଇଫ୍ଟ ଡିଜାୟାର କାରଟି ସାମାନ୍ଯ…