Below header
Browsing Tag

duplicate oil

ନକଲି ଘିଅ, ପନିର, ଗୁଟଖା,ସସ୍ ଓ ଆଚାର ପରେ ଏବେ ନକଲି ତେଲ କମ୍ପାନୀ ଠାବ, ଅନୁଗୁଳରୁ ସିଜ୍ କଲା ପ୍ରଶାସନ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ସଦର ମହକୁମାର ଅତି ନିକଟରେ ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି । ଆଜି ଅନୁଗୁଳ ପୋଲିସର ସ୍ପେଷାଲ ସ୍କ୍ବାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ଏଠାରେ ନକଲି ପାମୋଲିନ ତେଲ ବିଭିନ୍ନ କମ୍ପାନୀ ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ…

କଟକ-ଭୁବନେଶ୍ବର ରାସ୍ତାରେ ନକଲି ତେଲ କାରଖାନା ଠାବ, ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ଜବତ

କଟକ(କେନ୍ୟୁଜ୍): ବ୍ରାଣ୍ଡ ଅସଲି ତେଲ ନକଲି। କଟକରେ ପୁଣି ନକଲି ଖାଇବା ତେଲ ଜବତ। କଟକ ବମ୍ଫକୁଦ ନିକଟରେ ଏକ ଅପମିଶ୍ରିତ ତେଲ କାରଖାନା ଠାବ ହୋଇଛି। କାରଖାନାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ଖାଇବା ତେଲ ଜବତ ହୋଇଛି। ନାମୀଦାମୀ ବ୍ରାଣ୍ଡର ତେଲ ଲୋଗୋ ଲଗାଇ ଅପମିଶ୍ରିତ…