ଏସିଆନ୍ ଗେମସ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ
ଭୁବନେଶ୍ବର: ଏସିଆନ୍ ଗେମସ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ଦୂତୀ ୨୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟିରେ ଅନୁଷ୍ଠିତ ୫୮ତମ ଜାତୀୟ ସିନିୟର ଆଥଲେଟିକ୍ ମିଟରେ ଦୂତୀ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ସହିତ ୧୦୦ ଏବଂ ୪ ଗୁଣା ୧୦୦ ମିଟର ରିଲେ…