Below header
Browsing Tag

egg makhni recipe

ବ୍ରେକଫାଷ୍ଟ ପାଇଁ ଫଟାଫଟ ବନାନ୍ତୁ ଅଣ୍ଡା ମଖାନୀ, ପିଲାଙ୍କୁ ଲାଗିବ ବହୁତ ପସନ୍ଦ

ଅଧିକାଂଶ ପିଲା ଅଣ୍ଡା ଖାଇବାକୁ ନାକ ଟେକନ୍ତି । ଅଣ୍ଡାର ବାସ୍ନା ବହୁ ପିଲାଙ୍କୁ ଭଲ ଲାଗିନଥାଏ । ହେଲେ ପିଲାଙ୍କ ପାଇଁ ଏହିପରି ବନାନ୍ତୁ ଅଣ୍ଡା ମଖାନୀ । ଯାହା ପିଲାଙ୍କୁ ବହୁତ ଭଲ ଲାଗିବ । ବିନା ଅସୁବିଧାରେ ଏହାକୁ ପିଲା ଖୁସି ହୋଇ ଖାଇବେ । ଏହାକୁ ପ୍ରସ୍ତୁତି ପାଇଁ ବେଶୀ ସମୟ ବି ଲାଗିବ…