Below header
Browsing Tag

electrical engineer

୩୦ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଡ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):ବିଦ୍ୟୁତ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱ। ୩୦ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଡ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ନବନିଯୁକ୍ତ ଇଞ୍ଜିନିୟରଙ୍କୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ…

ଦମ୍ଭ ଭାଙ୍ଗିଯାଇଛି କିନ୍ତୁ ସ୍ୱାଭିମାନ ନୁହେଁ, ବିଦ୍ୟୁତ ବିଭାଗର ଇଂଜିନିୟର ଏବେ ପାନ ଦୋକାନ କରି ବି ଦେଉଛନ୍ତି…

ଜଣେ ମଣିଷ ନିଜର ରୋଜଗାର ପନ୍ଥା ହରାଇ ବସିଲେ କେତେ ଯେ କଷ୍ଟ ହୁଏ ତାହା କେବଳ ଚାକିରି ହରାଇଥିବା ଲୋକ ହିଁ ଜାଣିଥାଏ । ସେଥିପାଇଁ ତ ଆଜି ସେ ନିଜେ ଚାକିରୀ ହରାଇ ବି ଅନ୍ୟକୁ ଯୋଗାଇ ଦେଇଛନ୍ତି କାମ । କରୋନା ତାଙ୍କ ଦମ୍ଭକୁ ଭାଜିଦେଇଛି ସତ କିନ୍ତୁ ସ୍ୱାଭିମାନକୁ ନୁହେଁ । ଜଣେ ସ୍ବାଭିମାନି…