Browsing Tag

elephant attack oldman death

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା

ଢ଼େଙ୍କାନାଳ(କେନ୍ୟୁଜ୍) : ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା । ଢ଼େଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବନବିଭାଗ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ , ୨ ଆହତ

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ହାତୀ ପଲ ଜିଲ୍ଲାର ବଡଗାଁ, କୁତ୍ରା, ରାଜଗାଙ୍ଗପୁର ଓ ଉଜ୍ୱଳପୁର ଫରେଷ୍ଟରେଞ୍ଜ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗତକାଲି ରାତିରେ ଜବଲାଡିହି ଗାଁରେ ପଶି ହାତୀ ଘରଦ୍ୱାର ଭାଙ୍ଗିଛନ୍ତି । ହାତୀ…