Below header
Browsing Tag

elephant cub died

କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ। ଢେଙ୍କାନାଳର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ ହୋଇଛି। ଚାରିଦିନ ତଳେ ହାତୀ ଛୁଆଟିକୁ ଅନୁଗୁଳ ସାତକୋଶିଆରୁ ଉଦ୍ଧାର କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲ। ଛଅ ବର୍ଷର ହାତୀ…

କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀ ଛୁଆର ମୃତଦେହ ଉଦ୍ଧାର । କର୍ଲାପାଟ ଅଭୟାରଣ୍ୟ ଘୁଷୁରୀଗୁଡି ଅଞ୍ଚଳରୁ ହାତୀ ଛୁଆର ମୃତଦେହ ଠାବ । ମୃତ ହାତୀ ଛୁଆର ବୟସ ୩ରୁ ୬ ମାସ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି । ଗତ ଫେବୃୟାର ମାସରେ…