Below header
Browsing Tag

elephant cubs rescued

ଜଙ୍ଗଲରେ କୂଅ ଭିତରେ ପଡିଗଲା ହାତୀ ଛୁଆ, ଉଦ୍ଧାର କଲା ବନ ବିଭାଗ

ମୟୂରଭଞ୍ଜ : କୂଅ ଭିତରୁ ହାତୀ ଛୁଆ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜର ବିଶୁଶୋଳ ଗାଁର ଏକ କୂଅରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଛି । ଝାଡଖଣ୍ଡରୁ ଏକ ହାତୀ ପଲ ପଶ୍ଚିମବଙ୍ଗ ସୀମା ଅତିକ୍ରମ କରୁଥିଲେ । ଘଣଘଣା ଜଙ୍ଗଲ ଅତିକ୍ରମ କରୁଥିବା ବେଳେ ବିଶୁଶୋଳ ଗାଁର…

ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ଗ୍ରହଣ କଲେନି ହାତୀପଲ, ଶେଷରେ ନିଜ ହେପାଜତକୁ ନେଲା ବନବିଭାଗ

ବ୍ରହ୍ମପୁର: ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ନିଜ ହେପାଜତକୁ ନେଲା ବନବିଭାଗ। ତାକୁ ନନ୍ଦନକାନନ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବ୍ରହ୍ମପୁର DFO। ଗଞ୍ଜାମ ଜିଲ୍ଲା ବାହୁଦା ନଦୀ ଜଳଘେରରେ ଏକ ହାତୀ ପଲ ଫସି ରହିଯାଇଥିଲେ ୧୫ଟି ହାତୀ। ଖବର ପାଇ ବନବିଭାଗ ଓ…

ଢେଙ୍କାନାଳ: ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନାଳକୁ ଖସିପଡିଥିବା ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳ: ନାଳକୁ ଖସିପଡିଥିବା ହାତୀ ଛୁଆ ଉଦ୍ଧାର । ଢେଙ୍କାନାଳ ସକଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକ୍ସନ ଗୁୁଣୁଦେଇ ଗାଁ ନିକଟରେ ଘଟିଛି ଘଟଣା । ଏକୋଇଶ ଟିକିଆ ହାତୀ ପଲ ଭିତରେ ଥିବା ହାତୀଛୁଆ ଡ୍ରେନ୍‌ ଅତିକ୍ରମ କରିନପାରି ଖସିପଡିଥିଲା । ଦୁଇଟି ମାଇ ହାତୀ ଅକ୍ଳାନ୍ତ ଚେଷ୍ଟା କରିଥିଲେ…