Browsing Tag

eleven lakh

ସମାଜରୁ ବାସନ୍ଦ କଲା ଦ୍ୱିତୀୟ ବାହାଘର, ପଞ୍ଚାୟତ କହିଲା ୧୧ ଲକ୍ଷ ଦିଅ ବାସନ୍ଦରୁ ବଞ୍ଚ

ନୂଆଦିଲ୍ଲୀ:  ରାଜସ୍ଥାନରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଏଠାରେ ବାଡ଼ମେର ଅଞ୍ଚଳରେ ଯେତେବେଳେ ଜଣେ ମହିଳା ଦ୍ୱିତୀୟ ଥର ବିବାହ କରିଥିଲେ ସେତେବେଳେ ପଞ୍ଚାୟତ ୧୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ପାଇଁ ଅଡ଼ି ବସିଲା । ଏହି ଘଟଣା ସମ୍ପର୍କରେ ପୀଡିତା ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନିକଟରେ…