Below header
Browsing Tag

EOW arrests

STA କ୍ରିପ୍ଟୋ କରେନ୍ସି ମାମଲା, ୩ ଅଭିଯୁକ୍ତଙ୍କ ନାଁରେ EOWର ଲୁକଆଉଟ ସର୍କୁଲାର

ଭୁବନେଶ୍ୱର (କେନ୍ୟୁଜ): କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର । ଲୁକଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ । STAର ଏହି ୩ ଟପ୍ ଅଫଲାଇନ ମେମ୍ବର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ । ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି…

୮ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା EOW

ଭୁବନେଶ୍ୱର (କେନ୍ୟୁଜ): ୮ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ୨ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି । ସେମାନେ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା। ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କ ଦେଇଥିଲା ୮ କୋଟି ଟଙ୍କା ଋଣ। ଫୁଲବାଣୀ ଏସବିଆଇ ଶାଖାର ରିଜିଓନାଲ…

ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ ମାମଲା: ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କଲା EOW

(କେନ୍ୟୁଜ): ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ ମାମଲାରେ ବନ୍ଧା ହେଲେ ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟଂ ପ୍ରକାଶ ପରିଡା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ମ୍ୟାନେଜର ସ୍ୱୟଂ ପ୍ରକାଶ ପରିଡ଼ାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ୨୦୧୫ ରୁ…

ଜମି ଦଲାଲଙ୍କ କାରନାମା: ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର (କେନ୍ୟୁଜ): eow ପଞ୍ଝାରେ ଦୁଇ ଜଣ ଜମି ଦଲାଲ । ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଜଗତସିଂହପୁରର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁଙ୍କୁ ଗିରଫ କରିଛି ଇଓଡବ୍ଲୁ । ବାରଙ୍ଗ ବଛପୁର ଅଞ୍ଚଳରେ ୨ କୋଟି ଟଙ୍କାର ଜମି ବିକିବାକୁ କହି…

ରାଜଧାନୀରେ ଫ୍ଲାଟ୍‌ ଦେବା ନାଁରେ ଠକେଇ, କମ୍ପାନୀ ଏମ୍‌ଡିଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର (କେନ୍ୟୁଜ): ଫ୍ଲାଟ ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ରେ MS ବାସେରା ଡିଜାଇନ୍ସ ର MD ଗିରଫ। MD ମନୋଜ ପଟନାୟକ ଙ୍କୁ ଗିରଫ କଲା EOW। ସୂଚନା ଅନୁସାରେ ଭୁବନେଶ୍ୱର ର ସିଜୁଆ ଅଞ୍ଚଳରେ ବାସେରା ଫ୍ରେସ୍କୋ ନାମକ ଆପେଟମେଣ୍ଟ କରି ଲୋକଙ୍କୁ ଫ୍ଲାଟ ଦେବା ପାଇଁ…

ନବରଙ୍ଗପୁରରୁ ଅପରେସନ୍‌, ରାଜସ୍ଥାନରୁ ଦୁଇ ସାଇବର ଠକଙ୍କୁ ଗିରଫ କଲା EOW

(କେନ୍ୟୁଜ): ନବରଙ୍ଗପୁରରୁ ଅପରେସନ୍‌, ରାଜସ୍ଥାନରୁ ଗିରଫ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ୨ ସାଇବର ଠକ । ରାଜସ୍ଥାନ ଅଲଓ୍ଵାରା ଜିଲ୍ଲାରୁ ଦୁଇ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ସେମାନଙ୍କୁ ୫ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଗାଁ ଗହଳିରେ…