Below header
Browsing Tag

evacuation

SCB ସଂପ୍ରସାରଣ ପାଇଁ ଚାଲିଛି ଉଚ୍ଛେଦ କାର୍ଯ୍ୟ, ୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

କଟକ(କେନ୍ଯୁଜ):  ଏସସିବି ସଂପ୍ରସାରଣ ପାଇଁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଏସସିବି ପୁନଃ ନିର୍ମାଣ ଯୋଜନା ଅନ୍ତର୍ଗତ ବିକଳ୍ପ ରାସ୍ତା ନିର୍ମାଣ ନିମନ୍ତେ ରାଣୀ ହାଟ ଅଞ୍ଚଳରେ ଥିବା ୩୦ଟି ଦୋକାନ ଘର ଉଚ୍ଛେଦ କରାଯାଉଛି। ଏହା ସହ ହିନ୍ଦ ସିନେମା ହଲର ପୁରୁଣା କୋଠାକୁ ଭଙ୍ଗା ଯିବ। ଘଟଣାସ୍ଥଳରେ ୨…

ତଳିଆ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା, ସୁରକ୍ଷିତ ସ୍ଥାନରେ ପହଞ୍ଚି ଗଲେଣି ସାଢେ ଚାରି…

ସକାଳୁ ସକାଳୁ ଫନି ଆଲର୍ଟ । ବାତ୍ୟା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଥିଲା । ଫନିର ଲ୍ୟାଣ୍ଡ ଫଲ ସମୟରେ ବର୍ଷା ପବନ ସହ ଉପକୂଳରେ ଉଠିବ ବଡ଼ବଡ଼ ଜୁଆର । ପାଣି ମାଡି ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ହେବାକୁ ଥିବା ତଳି ଅଂଚଳରୁ ସକାଳୁ ଆରମ୍ଭ ହୋଇଯାଇଥିଲା ସ୍ଥାନାନ୍ତର ପ୍ରକ୍ରିୟା।…