Below header
Browsing Tag

excavation work

ମାଟି ତଳୁ ମିଳିଲା ୧୨୦୦ ବର୍ଷର ପ୍ରାଚୀନ ୫୦୫ଟି ସୁନା ପଇସା, ଯାହାର ମୂଲ୍ୟ ପାଖାପାଖି ୬୮ ଲକ୍ଷ ଟଙ୍କା!

ତାମିଲନାଡ଼ୁର ତିରୁଚିରାପଲ୍ଲୀ ଜିଲା ଥିରୁବନାଇକବଲଠାରେ ଥିବା ଜମ୍ବୁକେଶ୍ୱର ମନ୍ଦିରରେ କିଛିଦିନ ତଳେ ଖନନ କାଯ୍ୟର୍ ଚାଲିଥିଲା। ଏହି ସମୟରେ ମାଟିର ୭ ଫୁଟ ତଳୁ ଏକ ତମ୍ବା ପାତ୍ର ମିଳିଥିଲା, ଯେଉଁଥିରେ ୫୦୫ଟି ସୁନାର ପଇସା ଗଚ୍ଛିତ ରହିଥିଲା। ପଇସାଗୁଡ଼ିକ ୧୦୦୦ରୁ ୧୨୦୦ ବର୍ଷର ପୁରୁଣା…