Below header
Browsing Tag

eye donation

ମାତ୍ର ୨୫ ବର୍ଷ ବୟସରେ ଚାଲିଗଲେ ରିକ୍ସା ଚାଳକ କାର୍ତ୍ତିକ, କରି ଦେଇଗଲେ ଚକ୍ଷୁ ଦାନ

ପୁରୀ (କେ ନ୍ୟୁଜ୍‌) : ଘରର ରୋଜଗାରିଆ ପୁଅ ଚାଲି ଯାଇଛି । ଘର ଆଗରେ ତଥାପି ତାରି ବାଟ ଚାହିଁ ଠିଆ ହୋଇଛନ୍ତି ପରିବାର ଲୋକେ । ଘର ଆଗରେ ନୂଆ ରିକ୍ସାଟି ବି ଅପେକ୍ଷା କରିଛି ଚାଳକକୁ । ହେଲେ ନା ଘରର ପୁଅ ନା ସେ ରିକ୍ସାର ମାଲିକ ଆଉ ଫେରିବ । କାରଣର ସେ ସବୁ ଦିନ ପାଇଁ ଚାଲି ଯାଇଛି। ଏ…