Browsing Tag

eyes of dozens

ମୋତିଆବିନ୍ଦୁ ଅପରେସନରେ ସାଙ୍ଘାତିକ ତ୍ରୁଟି: ୬୫ ଜଣଙ୍କର ମଧ୍ୟରୁ ୧୫ ଜଣଙ୍କର କଢ଼ାଗଲା ଆଖି

ନୂଆଦିଲ୍ଲୀ : ବିହାରର ମୁଜାଫରପୁରରେ ହୋଇଥିବା ଆଖି ଅପରେସନ୍ ରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି । ୨୨ ନଭେମ୍ବରରେ ହୋଇଥିବା ମୋତିଆବିନ୍ଦୁ ଅପରେସନ୍ ପରେ ୬୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ଆଖି ବାହାର କରିବାକୁ ପଡ଼ିଛି । ରୋଗୀଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । କାରଣ ସଂକ୍ରମଣ ଅନ୍ୟ…