Below header
Browsing Tag

facebook tips

ଫେସବୁକରେ ଏଭଳି ପୋଷ୍ଟ କରୁଥିଲେ ସାବଧାନ, ନଚେତ୍‌ ବ୍ଲକ୍‌ ହୋଇପାରେ ଆପଣଙ୍କ ଆକାଉଣ୍ଟ

ଆପଣ ବି ବ୍ୟବହାର କରୁଛନ୍ତି କି ଫେସବୁକ? ତେବେ ସାବଧାନ ଯଦି କିଛି ଏମିତି ପୋଷ୍ଟ କରୁଛନ୍ତି ଆଗୁଆ ସତର୍କ ରୁହନ୍ତୁ ନଚେତ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇପାରେ। ଆଜି କାଲି ତ ସମସ୍ତେ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି କିନ୍ତୁ କିଛି ଜଣ ମନ ଇଚ୍ଛା କିଛି ବି ସେୟାର କରିଦିଅନ୍ତି। ଖବର ଟି…

ଫେସବୁକରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଅସଲି କି ନକଲି ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଯଦି ଆପଣ ଜଣେ ଫେସବୁକ ୟୁଜର ଏବଂ ଆପଣଙ୍କ ପାଖକୁ ବାରମ୍ବାର ଗୋଟିଏ ପ୍ରୋଫାଇଲରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆସୁଛି ତେବେ ଏହି ସମୟରେ ଆପଣ କଣ କରିବେ? ନିଶ୍ଚିତ ଭାବେ ଚିଡ଼ି ଯିବେ। ଆଉ ରିକ୍ୱେଷ୍ଟ କୁ ଡିଲେଟ କରିବେ। ତେବେ ଏହିୁ ପରିସ୍ଥିତିରେ ଆମେ ଆପଣଙ୍କୁ ଆଜି ଏକ ବଢ଼ିଆ ସହଜ ସଲ୍ୟୁସନ ସମ୍ପର୍କରେ…