ଆଜି ପୃଥିବୀ ସହ ଧକ୍କା ହେବ ସୌର ଝଡ଼ ! ବନ୍ଦ ହୋଇଯିବ ରେଡିଓ, ଜିପିଏସ୍, ସାଟେଲାଇଟ୍
ପୃଥିବୀ ପାଇଁ ଆସୁଛି ବଡ଼ ବିପଦ। ମଙ୍ଗଳବାର ଅର୍ଥାତ୍ ଜୁଲାଇ ୧୯ ତାରିଖ ଆଜି ଏକ ସୌର ଝଡ଼ ଆସିବାର ଆଶଙ୍କା ରହିଛି, ଯାହା ପୃଥିବୀକୁ ସିଧାସଳଖ ପ୍ରଭାବିତ କରିପାରେ। ଏ ନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ।
ମହାକାଶ ପାଣିପାଗ ଭୌତିକ ବିଜ୍ଞାନୀ ଡା.ତମିଥା ସ୍କୋଭଙ୍କ ମୁତାବକ,…