Matrimonial ସାଇଡରୁ ବିବାହ କରି ୮ ଲକ୍ଷ ଟଙ୍କାର ଲାଗିଲା ଚୂନା, ଜାଣନ୍ତୁ ପରର ଘଟଣା
ମଡର୍ଣ୍ଣ ଯୁଗରେ ବିବାହ ହେବାରେ ବିଳମ୍ବ ହେଲେ, ଉପଯୁକ୍ତ ଜୀବନ ସାଥି ନ ମିଳିଲେ ପ୍ରାୟତଃ ସମସ୍ତେ ମାଟ୍ରିମୋନିଆଲ ସାଇଡକୁ ନିର୍ଭର କରିଥାନ୍ତି । ଉପଯୁକ୍ତ ଜୀବନ ସାଥି ପାଇଁ ନିଜର ସମସ୍ତ ତଥ୍ୟ ଦେଇଥାନ୍ତି । କିନ୍ତୁ ଏହି ସାଇଡରୁ ଠିକ ହେଉଥିବା ବିବାହ ଅନେକଙ୍କ ପାଇଁ ଏବେ କାଳ ସାଜୁଛି ।…