Browsing Tag

fake pickle factory

ପାହାଳରୁ ପୁଣି ନକଲି କାରଖାନା ଠାବ: ବିପୁଳ ପରିମାଣର ପୋକ ସାଲୁବାଲୁ ଆଚାର ଓ ସସ୍ ଜବତ

ଭୁବନେଶ୍ବର: ରାଜଧାନୀରେ ପୁଣି ନକଲି ଜିନିଷ। ପାହାଳରୁ ଠାବ ହୋଇଛି ନକଲି ଆଚାର ଓ ସସ୍‌ । ବିପୁଳ ପରିମାଣର ସସ୍‌ ଓ ଆଚାର ଜବତ କରିଛି କମିଶନରେଟ୍‌ ପୋଲିସ। ଆଚାରରେ ପୋକ ସାଲୁବାଲୁ ହେଉଥିବାବେଳେ ସେଥିରୁ ଗନ୍ଧ ବାହାରୁଛି। କମିଶନରେଟ ପୋଲିସ ପକ୍ଷରୁ ଜାରି ରହିଛି ଚଢାଉ।