ସାମ୍ନାରେ ନକଲି ବାଘକୁ ଦେଖି ଭୟରେ କୁକୁରର ହେଲା ଏମିତି ଅବସ୍ଥା, ଦେଖିଲେ ହସି ହସି ହେବେ ବେଦମ୍; ଦେଖନ୍ତୁ ଭିଡିଓ
ବାଘ, ସିଂହଙ୍କୁ ସାମ୍ନାରେ ଦେଖିଳେ ଯେ କେହି ବି ଡରିଯିବ। କାରଣ ଏମାନେ ହିଂସ୍ର ଜୀବ ଓ ଜୀବନ ନେଇଯାଇପାରନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି କେବେ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ ତେବେ କ’ଣ କରିବେ। ଠିକ୍ ଏଭଳି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।…